Monday 3 June 2013

ଏଆଇପିଇଡିଇଇଉବାଲେଶ୍ବର
ଦୁଇ ଦିନିଆ ୪ର୍ଥ ଓ ୫ମ ଜୁନ୍ ଅନଶନ ଧାରଣାର ଦାବୀ ସମୂହ-
୧-କେନ୍ଦ୍ରୀୟ ୭ମ ବେତନ କମିଶନରେ ଗ୍ରାମୀଣ ଡାକସେବକ ମାନଙ୍କୁ ସାମିଲ,
୨-ଗ୍ରାମୀଣ ଡାକସେବକ ମାନଙ୍କୁ ବିଭାଗୀୟ କର୍ମଚାରୀର ମାନ୍ୟତା,
୩-ପଦବୀର ନାମକରଣ ଗ୍ରାମୀଣ ଡାକ ସେବକରୁ ଡାକ କର୍ମଚାରୀକୁ ପରିବର୍ତ୍ତନ,
ଏବଂ୪-୨୦୧୨ଅକ୍ଟୋବର ଧର୍ମଘଟର ଲିଖିତ ପ୍ରତିଶୃତି, ଯେମିତି-୩୫୦୦/-ବୋନସ ସିଲିଂ,ରାଷ୍ଟ୍ରୀୟ ସ୍ବାସ୍ଥ୍ୟବୀମା ଯୋଜନାରେ ଟାଳଟୁଳ ନୀତି ନ କରି ତୁରନ୍ତ ଲାଗୁ କରାଇବା,ତଥା ଏମ୍ ଟି ଏସ୍,

ପୋଷ୍ଟମେନଙ୍କ  ନିଯୁକ୍ତିରେ  ଗ୍ରାମୀଣଡାକସେବକଙ୍କୁ ସମ୍ବେଦନତାର ମୁଲ୍ୟରେ ବିଚାର କରିବା ଆଦି|

No comments:

Post a Comment