Friday 10 May 2013



ବାରମ୍ବାର ମନକୁ ଆସୁଥିବା ପ୍ରଶ୍ନ ହେଲା --
୧.ଯଦି ଏଇଭଳି ଏକ ବେନର୍ ରେ  ଏନ୍ ଏଫ୍ ପି ଇ ସହ ଇଡି ଇଉନିଅନ୍  ମିଳିତ ରହିପାରେ,ତେବେ କାହିଁକି ବାଲେଶ୍ବରର ଏନ୍ ଏଫ୍ ପି ଇ କାର୍ଯ୍ୟକର୍ତା ମାନେ  କୁହନ୍ତି ଆମର କେନ୍ଦ୍ରର ନିର୍ଦ୍ଦେଶ ଥିବାରୁ ସେମାନେ ଇଡି ମାନଙ୍କୁ ମିଳିତ ନେଇ ପାରିବେ ନାହିଁ|
୨.କନ୍ ଫେଡେରେସନ୍ ରେ ଯଦି ଇଡି ଇଉନିଅନ୍ ର ଭାଗିଦାରୀ ରହିପାରେ, ତେବେ ଆମ ବାଲେଶ୍ବର ଏନ୍ ଏଫ୍ ପି ଇ କାର୍ଯ୍ୟକର୍ତାମାନେ କାହିଁକି ଏତେ ତତ୍ପରତା ଦେଖାଉଛନ୍ତି ତାଙ୍କର କେନ୍ଦ୍ର ନିର୍ଦ୍ଦେଶର କାରଣ ଦେଖାଇ|
୩.ଇଡିମାନେ ଜଦି ଡାକ ବିଭାଗର ଅଂଶିଦାର, ତେବେ ଇଡି ୟୁନିଅନର ଅଖଣ୍ଡତା ନ ଚାହିଁ ଅଲ୍ ଇଣ୍ଡିଆ ପୋଷ୍ଟାଲ୍ ଇଉନିଅନ୍ ୟାକୁ କୁ ଭାଙ୍ଗି ଟୁକୁଡା କରିବାରେ କି ସ୍ବାର୍ଥ ନିହିତ ଅଛି? 




No comments:

Post a Comment