Friday 10 May 2013

                    ଗ୍ରାମୀଣ ଡାକ ସେବକ ମାନଙ୍କୁ  ଏକ ନିବେଦନ

ଆମ ସଂଘରେ ଥିବା ସମସ୍ତ ସଭ୍ୟ ମାନଙ୍କୁ ଜଣାଇ ଦିଆ ଜାଉଛି କି ,ବିଗତ ମାସିକ ସଂଘ ବୈଠକରେ ଆମ ଡିଭିଜନର ଡାକ ଅଧିକ୍ଷକ ଙ୍କୁ ଦିଆ ଯାଇଥିବା ଜିଡିଏସ୍ ମାନଙ୍କ ପେଣ୍ଡିଙ୍ଗ୍ ପେଡ୍ ଲିଭ୍ ଆଜେଣ୍ଡା ଉପରେ ସେ ଆମକୁ ବାକି ରହି ଥିବା ଛୁଟି ଅନୁମୋଦନର ଲିଷ୍ଟ୍ ଦାଖଲ କରିବାକୁ କହି ଥିଲେ|ତେଣୁ ଆପଣ ମାନେ ନିଜ ନିଜର ନାମ ତଥା ଅନୁମୋଦିତ ହୋଇ ନ ଥିବା  ଛୁଟିର ତାରିଖ ଓ ସବିଶେଷ ବିବରଣୀ ଲିଖିତ ପଠାନ୍ତୁ, ପଠାଇବାର ଶେଷ ତାରିଖ ହେଲା ୧୨-୫- ୨୦୧୩ |ପଠାଇବାର ଠିକଣା ହେଲା- ପ୍ରେସିଡେଣ୍ଟ୍/ସେକ୍ରେଟାରୀ ବାଲେଶ୍ବର ଏ ଆଇ ପିଇ ଡି ଇ ଇଉ,ବାଙ୍କେଶ୍ବର, ରସାଳ୍ ପୁର, ବାଲେଶ୍ବର-୭୫୬୦୨୧|ଫୋନ୍-୯୮୬୧୯୫୩୧୧୭|

No comments:

Post a Comment